ଇସ୍ରାଏଲ ଏବଂ ଯିହୁଦାର ଦାଉଦଙ୍କ ଜନଗଣନା

1.

2. ରାଜା ଦାଉଦ ତାଙ୍କର ସନୋପତି ଯୋୟାବକକ୍ସ୍ଟ ଡାକି କହିଲେ, ତୁମ୍ଭମାନେେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଇଶ୍ରାୟେଲର ସମସ୍ତ ବଂଶ ଦଇେ ଭ୍ରମଣ କରି ଲୋକମାନଙ୍କୁ ଗଣନା କର। ତାହା ହେଲେ ମୁ ଲୋକମାନଙ୍କର ସଂଖ୍ଯା ଜାଣି ପାରିବି।

3. କିନ୍ତୁ ଯୋୟାବ ରାଜାଙ୍କକ୍ସ୍ଟ କହିଲେ, ଏବେ ଯେତେ ଲୋକ ଅଛନ୍ତି ସଦାପ୍ରଭୁ ଆପଣଙ୍କ ପରମେଶ୍ବର ସମାନଙ୍କେୁ 100 ଗକ୍ସ୍ଟଣ ବୃଦ୍ଧି କରାନ୍ତକ୍ସ୍ଟ ଓ ମାେ ପ୍ରଭକ୍ସ୍ଟ ମହାରାଜାଙ୍କ ଚକ୍ଷକ୍ସ୍ଟ ତାହା ଦେଖକ୍ସ୍ଟ। କାହିଁକି ରାଜା ସହେି କାର୍ୟ୍ଯ କରିବାକୁ ଗ୍ଭହାନ୍ତି?

4. ରାଜା ଦାଉଦ ଗକ୍ସ୍ଟରକ୍ସ୍ଟତର ସହକା ରେ ଆଦେଶ ଦେଲେ ଯୋୟାବ ଓ ତାଙ୍କର ସନୋଧ୍ଯକ୍ଷଙ୍କକ୍ସ୍ଟ, ଲୋକମାନଙ୍କୁ ଗଣିବା ପାଇଁ। ତେଣୁ ଯୋୟାବ ଓ ସନୋଧ୍ଯକ୍ଷମାନେ ରାଜାଙ୍କ ପାଖରକ୍ସ୍ଟ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବାକୁ ଗଲେ।

5. ସମାନେେ ୟର୍ଦ୍ଦନ ନଦୀ ପାର ହାଇେ ଗଲେ। ସମାନେେ ଅରୋଯରେ ରେ ସନୋ ଛାଉଣୀ ପକାଇଲେ। ସମାନଙ୍କେର ଛାଉଣୀ ସହରର ଦକ୍ଷିଣ ପାଶର୍‌ବ ରେ ରହିଲା। ସହରଟି ଗାଦ ଉପତ୍ୟକାର ମଧିଅରେ ଅବସ୍ଥିତ ଥିଲା, ଯାହାକି ୟା ସରେ ପର୍ୟ୍ଯନ୍ତ ବିସ୍ତୃତ ଥିଲା।

6. ତା'ପରେ ସମାନେେ ପୂର୍ବ ରେ ଥିବା ଗିଲିଯଦ୍କକ୍ସ୍ଟ ଓ ତହତୀମ୍ ହଦ୍ଶି ଦେଶକକ୍ସ୍ଟ ଗଲେ। ତା'ପରେ ସମାନେେ ବକ୍ସ୍ଟଲି ସୀଦୋନକକ୍ସ୍ଟ ଆସିଲେ।

7. ସମାନେେ ସୋର ଗଡ ରେ ଓ ହିଦ୍ଦୀଯମାନଙ୍କ ଓ କିଣାନୀଯମାନଙ୍କ ସମସ୍ତ ନଗରୀ ରେ ପହଁଞ୍ଚିଲେ। ସମାନେେ ବରେଶବୋ ରେ ୟିହକ୍ସ୍ଟଦାର ଦକ୍ଷିଣାଞ୍ଚଳକକ୍ସ୍ଟ ବାହାରି ଗଲେ।

8. ଏହା ତାଙ୍କୁ 9 ମାସ 20 ଦିନ ସମୟ ଲାଗିଲା। ଏହାପରେ ସମାନେେ ଯିରୁଶାଲମକୁ ଫରେି ଆସିଲେ।

9. ଯୋୟାବ ରାଜାଙ୍କକ୍ସ୍ଟ ଗଣନାର ଚିଠା ଦେଲେ। ଇଶ୍ରାୟେଲ ରେ ଖଡ୍ଗଧାରୀ 8,00,000 ବଳବାନ ଲୋକ ଓ ୟିହକ୍ସ୍ଟଦାର 5 ,00,000 ଲୋକ ଥିଲେ।

ଦାଉଦଙ୍କ ପାପ ଉପରେ ବିଚାର

10.

11. ଯେତବେେଳେ ଦାଉଦ ପ୍ରଭାତ ରେ ଶୟ୍ଯା ତ୍ଯାଗ କଲେ ସେତବେେଳେ ଦାଉଦଙ୍କ ଦର୍ଶକ ଗାଦ ଭବିଷ୍ଯଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ଯ ଉପସ୍ଥିତ ହେଲା।

12. ସଦାପ୍ରଭୁ ଗାଦ୍କକ୍ସ୍ଟ କହିଲେ, ଦାଉଦ ନିକଟକକ୍ସ୍ଟ ୟାଇ କକ୍ସ୍ଟହ, 'ସଦାପ୍ରଭୁ ଏହିକଥା କହିଛନ୍ତି, ଆମ୍ଭେ ତକ୍ସ୍ଟମ୍ଭ ଆଗ ରେ ତିନି କଥା ରଖିଅଛକ୍ସ୍ଟ ସେଥି ମଧ୍ଯରକ୍ସ୍ଟ ଆପଣା ପାଇଁ ଗୋଟିଏ ମନୋନୀତ କରନ୍ତକ୍ସ୍ଟ। ତାହା ହିଁ ଆମ୍ଭେ ତୁମ୍ଭକୁ କରିବକ୍ସ୍ଟ।'

13. ଗାଦ ଦାଉଦଙ୍କ ନିକଟକକ୍ସ୍ଟ ୟାଇ ତାଙ୍କୁ କହିଲେ, ଏହି ତିନୋଟି ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛ।

14. ଦାଉଦ ଗାଦଙ୍କକ୍ସ୍ଟ କହିଲେ, ମୁ କି ଅସକ୍ସ୍ଟବିଧା ରେ ପଡିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତକ୍ସ୍ଟ, କିନ୍ତୁ ମଣିଷ ହାତ ରେ ଦଣ୍ତ ନ ଦିଅନ୍ତକ୍ସ୍ଟ।

15. ତେଣୁ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ମହାମାରୀ ପଠାଇଲେ। ଏହି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଆରମ୍ଭ ହାଇେ ନିର୍ଦ୍ଧିଷ୍ଟ ସମୟ ପର୍ୟ୍ଯନ୍ତ ଗ୍ଭଲକ୍ସ୍ଟ ରହିଲା। ତେଣୁ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ 70,000 ଲୋକ ମୃତକ୍ସ୍ଟ୍ଯବରଣ କଲେ।

16. ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।

17. ପକ୍ସ୍ଟଣି ଦାଉଦ ସହେି ଲୋକ ସଂହାରକ ଦୂତକକ୍ସ୍ଟ ଦେଖି ସଦାପ୍ରଭୁଙ୍କୁ କହିଲେ, ଦେଖ, ମୁ ପାପ କଲି ଓ ମୁ ହିଁ ଅପରାଧି ହଲିେ। ମାତ୍ର ଏହି ମଷଗେଣ କ'ଣ କଲେ? ବିନଯ କରୁଅଛି ତକ୍ସ୍ଟମ୍ଭ ହସ୍ତ ମାେ' ପ୍ରତିକୂଳ ରେ ଓ ମାେ' ପିତୃଗୃହର ପ୍ରତିକୂଳ ରେ ହେଉ।

ଥ୍ରେସିଂ ଫ୍ଲୋରରେ ବେଦୀ

18.

19. ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦର ବାକ୍ଯନକ୍ସ୍ଟସା ରେ ଉଠି ଗଲେ।

20. ସେତବେେଳେ ଅରୌଣା ଅନାଇ ଦେଖିଲା ଯେ ରାଜ୍ଯ ଓ ତାଙ୍କର ଦାସମାନେ ତାଙ୍କ ଆଡକକ୍ସ୍ଟ ଆସକ୍ସ୍ଟ ଅଛନ୍ତି। ତହିଁରେ ଅରୌଣା ବାହା ରେ ଆସି ରାଜାଙ୍କ ନିକଟରେ ମକ୍ସ୍ଟହଁ ମାଡି ଭୂମିଷ୍ଠ ପ୍ରଣାମ କଲା।

21. ପକ୍ସ୍ଟଣି ଅରୌଣା ପଗ୍ଭରିଲା, ମାେ ପ୍ରଭକ୍ସ୍ଟ ମହାରାଜ ଆପଣା ଦାସ ନିକଟକକ୍ସ୍ଟ କି କାରଣ ରେ ଆସିଲେ? ସଦାପ୍ରଭୁଙ୍କ ପାଇଁ ବଦେୀ ତିଆରି କରିବାକୁ ମୁ ତୁମ୍ଭର ଖଳାର ଭୂମି କିଣିବାକକ୍ସ୍ଟ ଆସିଛି। ତା'ପରେ ମହାମାରୀ ବନ୍ଦ ହବେ।

22. ତହକ୍ସ୍ଟଁ ଅରୌଣା ଦାଉଦଙ୍କକ୍ସ୍ଟ କହିଲା, ମାେ ପ୍ରଭକ୍ସ୍ଟ ମହାରାଜା ଆପଣଙ୍କକ୍ସ୍ଟ ଯାହା ଭଲ ଲାଗେ ତାହା ଦଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରନ୍ତକ୍ସ୍ଟ। ଦେଖନ୍ତକ୍ସ୍ଟ ହାମବେଳି ନିମନ୍ତେ ଏହି ବୃଷକକ୍ସ୍ଟ ଓ କାଠ ନିମନ୍ତେ ଏହି ଶସ୍ଯ ମର୍ଦ୍ଦନ ୟନ୍ତ୍ର ସଜ୍ଜ ଅଛି।

23. ହେ ମହାରାଜ ଅରୌଣା ଏ ସମସ୍ତ ମହାରାଜାଙ୍କକ୍ସ୍ଟ ଦେଉଅଛି। ପକ୍ସ୍ଟଣି ଅରୌଣା ରାଜାଙ୍କକ୍ସ୍ଟ କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ବର ଆପଣଙ୍କକ୍ସ୍ଟ ଗ୍ରହଣ କରନ୍ତକ୍ସ୍ଟ।

24. ତହିଁରେ ରାଜା ଅରୌଣାକକ୍ସ୍ଟ କହିଲେ, ନା, ମୁ ଅବଶ୍ଯ ମୂଲ୍ଯ ଦଇେ ତକ୍ସ୍ଟମ୍ଭଠାରକ୍ସ୍ଟ ଏସବୁ କିଣିବି ଆଉ ମୁ ସଦାପ୍ରଭୁ ମାେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବିନା ମୂଲ୍ଯର ହାମବେଳି ଉତ୍ସର୍ଗ କରିବି ନାହିଁ।

25. ପକ୍ସ୍ଟଣି ଦାଉଦ ସହେି ସ୍ଥାନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏକ ୟଜ୍ଞବଦେୀ ନିର୍ମାଣ କରି ହାମବେଳି ଓ ମଙ୍ଗଳାର୍ଥ ବଳି ଓ ଶାନ୍ତି ନବୈେଦ୍ଯ ଉତ୍ସର୍ଗ କଲେ।

Bibles

Books

Chapters